Site icon Awaj Media

ବିଧାୟକ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବ ନାହିଁ ବିରୋଧୀ ବିଜେଡି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଧାନସଭା ବିଧାୟକ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବ ନାହିଁ ବିରୋଧୀ ବିଜେଡି , ପ୍ରତିକ୍ରିୟା ପ୍ରକାଶ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ! 17 ଓ 18 ତାରିଖରେ ଆୟୋଜିତ ହେଉଥିବା ବିଧାନସଭା ବିଧାୟକ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବ ନାହିଁ ବିରୋଧୀ ବିଜେଡି | ପତ୍ର ଲେଖି ବାଚସ୍ପତିକୁ ଜଣାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ | ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଞ୍ଝାରପୁର ସ୍ଥିତ ତାଙ୍କ ବାସ ଭବନାରେ ସାମ୍ୱାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Exit mobile version