କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । କେନ୍ଦ୍ରାପଡ଼ା ଜିଲ୍ଲା ଦାନପୁର ପୋଲ ଉପରୁ ନଇକୁ ଡେଇଁ ଦୁଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ ! ପ୍ରେମିକ ଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପ୍ରେମିକା ଏବେ ନିଖୋଜ ଅଛି l ପୋଲିସ ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି । ପ୍ରେମିକା ମାହାଙ୍ଗା ଅଂଚଳର ଜଣେ ନର୍ସିଂ ଛାତ୍ରୀ ହୋଇଥିବା ବେଳେ ପ୍ରେମିକ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପୁନ୍ଦାଳ ଅଂଚଳର ବୋଲି ସୂଚନା ମିଳିଛି !
ଦାନପୁର ପୋଲ ଉପରୁ ନଇକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ !!!

