Site icon Awaj Media

ସତ୍ୟଭାମାପୁର ଗ୍ରାମରେ ‘ହେ ବନ୍ଧୁ ‘ ବୃଦ୍ଧାଶ୍ରମ ର ଅନ୍ତେବାସୀ ଙ୍କ ଦ୍ୱାରା ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ! କଟକ ଜିଲ୍ଲା ସାଲେପୁର ବ୍ଲକ୍ ସତ୍ୟଭାମାପୁର ଗ୍ରାମରେ ‘ହେ ବନ୍ଧୁ ‘ ବୃଦ୍ଧାଶ୍ରମ ର ଅନ୍ତେବାସି ମାଆ ମାନେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ! ସଂଗଠନର ସଭାପତି ଅମ୍ବିକା ପ୍ରସାଦ ମହାନ୍ତି, ସମ୍ପାଦକ ଶ୍ରୀକାନ୍ତ ମହାରଣା ଏବଂ କର୍ମଚାରୀ ପ୍ରିୟଦର୍ଶିନୀ ମହାନ୍ତି, ସନ୍ଧ୍ୟାରାଣି ମହାନ୍ତି , ପ୍ରଜ୍ଞା ପାରମିତା ମହାପାତ୍ର , ଅନିନ୍ଦିତା ମହାନ୍ତି, ପ୍ରମିଳା ନାଥ, ସସ୍ମିତା ମହାନ୍ତି, ଅଙ୍କିତ ମହାନ୍ତି ଙ୍କ ସମେତ କିଶିନାପୁର ଗ୍ରାମର ଦୁର୍ଗାପ୍ରସାଦ ସାହୁ, ଆକାଶ ପୁଝାରୀ, ଲିଙ୍ଗରାଜ ରାଉଳ, ଖିତିସ ପୁଝାରୀ ଉପସ୍ଥିତ ରହି କିଶିନାପୁର ଚାଟେଶ୍ୱର ମହାଦେବ ମନ୍ଦିର ସମ୍ମୁଖ ଏବଂ ଭିତରେ ସ୍ବଚ୍ଛତା କାର୍ଯ୍ୟ କରିଥିଲେ !

 

Exit mobile version