Site icon Awaj Media

ବର୍ଷା ପବନରେ ଭାଙ୍ଗିଲା ଦୁର୍ଗା ପୂଜା ତୋରଣ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବର୍ଷା ପବନରେ ଭାଙ୍ଗିଲା ଦୁର୍ଗା ପୂଜା ତୋରଣ ! ରାଜଧାନୀ ରସୁଲଗଡ ରେ ହୋଇଥିବା ତିରିଶ ଫୁଟ ଉଚ୍ଚ ର ଲାଇଟ ତୋରଣ ଆଜି ଅପରାହ୍ନରେ ହୋଇଥିବା ବର୍ଷା ପବନରେ ଭାଙ୍ଗି ଯାଇଛି !

Exit mobile version