Site icon Awaj Media

ସରକାରୀ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ନାଲି ଆଖି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସରକାରୀ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ନାଲି ଆଖି, କେବଳ ନାଲି ଆଖି ନୁହେଁ , ଅଶ୍ଳୀଳ ଭାଷା କହିଲେ ଅଧିକାରୀ । ଥରେ ଭଲ କରି ଶୁଣନ୍ତୁ ଏ ବାବୁ ଜଣଙ୍କ ସାମ୍ବାଦିକଙ୍କ ସହ କି ଭାଷାରେ କଥା ହେଉଛନ୍ତି , ଆଉ ଦେଖନ୍ତୁ ତାଙ୍କ ଠାଣି। କଟକ ୱାଟର ରିଶୋର୍ସ କାର୍ଯ୍ୟାଳୟର ସେକ୍ସନ ଅଫିସର ପ୍ରମୋଦ ବେହେରା ଏପରି ଦୁର୍ବ୍ୟବହାର କରିଛନ୍ତି। ଯଦି ସରକାରୀ କାର୍ଯ୍ୟାଳୟ ରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଲୋକ ସେବା କେତେ ଏଠି ସୁରକ୍ଷିତ। ବର୍ତ୍ତମାନ ପରିବର୍ତ୍ତନ ଉପରେ ପ୍ରଶ୍ନ?
ସମ୍ପୃକ୍ତ କାର୍ଯ୍ୟାଳୟର ସେକ୍ସନ ଅଫିସର ପ୍ରମୋଦ ବେହେରା କେବେ ହେବେ କାର୍ଯ୍ୟାନୁଷ୍ଠାନ ର ସମ୍ମୁଖୀନ । ତେବେ ଘଟଣା କୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ !

Exit mobile version