ପରଲୋକରେ ରତନ ଟାଟା !!! Awaj Media 2 years ago Spread the loveଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଉ ନାହାନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । 86 ବର୍ଷ ବୟସରେ ରତନ ଟାଟାଙ୍କ ପରଲୋକ । ମୁମ୍ବାଇର ଏକ ହସ୍ପିଟାଲରେ ଚିକତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି ।