Site icon Awaj Media

ଚାଟେଶ୍ୱର ମନ୍ଦିରରେ ନବରାତ୍ର ପୂଜା ଉଦଯାପନ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚାଟେଶ୍ୱର ମନ୍ଦିରରେ ନବରାତ୍ର ପୂଜା ଉଦଯାପନ ! କଟକ ଜିଲ୍ଲା ସାଲେପୁର ବ୍ଲକ୍ କିଶିନାପୁର ଗ୍ରାମରେ ପୁରାତନ ଶିବ ମନ୍ଦିର ରେ ନବରାତ୍ର ପୂଜା ନଅ ଦିନ ଧରି ଚାଲି ଆଜି ଶେଷ ଦିବସରେ ବିଧି ବଧ ଭାବେ ପୂର୍ଣ୍ଣାହୁତି ସହ ପୂଜା କାର୍ଯ୍ୟ ସମାପନ ହୋଇଥିଲା । ନବରାତ୍ର ପୂଜାର ମୁଖ୍ୟ ପୁରୋହିତ ଶ୍ରୀମାନ ଦୁର୍ଗା ପ୍ରାସାଦ ଷଡ଼ଙ୍ଗୀ ଙ୍କ ସହ ବଳରାମ ଦାସ , ଶ୍ରୀଧର ଦାସ, ସେବାୟତ ତଥା ପୂଜାର ଆୟୋଜକ ତୁଷାର କାନ୍ତ ମହାନ୍ତି ଙ୍କ ସହ ଅଭିମନ୍ୟୁ ପୁଝାରୀ, ଭିକାରୀ ପୁଝାରୀ, ବିଜୟ ପୁଝାରୀ, ସୁରେଶ ପୁଝାରୀ, ଝୁଲ ପୁଝାରୀ, ସଞ୍ଜୟ କୁମାର ମିଶ୍ର, ଲକିନା ମହାନ୍ତି ଙ୍କ ସହ ଗଗନ ସାହୁ, ପ୍ରେମାନନ୍ଦ ମହାରଣା, ଦୀନବନ୍ଧୁ ମହାରଣା ଏବଂ ସମସ୍ତ ଗ୍ରାମବାସି ଙ୍କ ସହଯୋଗରେ ପୂଜା କାର୍ଯ୍ୟ ସୁରୁଖୁରୁରେ ସମାପନ କରାଗଲା ।

Exit mobile version