ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆସିଲା ବାତ୍ୟା ” ଦାନା ; ର ସମ୍ଭାବ୍ୟ ଗତିପଥ ! ପୁରୀରୁ ଦୀଘା ମଧ୍ୟରେ ସ୍ଥଳଭାଗ ଛୁଇଁବ ଦାନା ! ୨୩ ତାରିଖ ରେ ବାତ୍ୟା ରୂପ ନେବ ଅବପାତ ! ୨୪ ତାରିଖ ଭୀଷଣ ବାତ୍ୟା ହୋଇ ସ୍ଥଳଭାଗ ଛୁଇଁବ , ସିଭିୟର ସାଇକ୍ଲୋନିକ ଷ୍ଟର୍ମ (SCS) ରେ ପରିଣତ ହେବ ! ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ତରଫରୁ ଆକଳନ !
ଆସିଲା ବାତ୍ୟା ” ଦାନା ” ର ସମ୍ଭାବ୍ୟ ଗତିପଥ !!!

