Site icon Awaj Media

ପାରଳାଖେମୁଣ୍ଡି ସହରର ଭଣ୍ଡାରୀ ସାହିରେ ମା ଗଜଲକ୍ଷ୍ମୀ ଙ୍କ ଅନ୍ନପ୍ରସାଦ ଓ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଭଣ୍ଡାରୀ ସାହିରେ ମା ଗଜଲକ୍ଷ୍ମୀ ଙ୍କ ଅନ୍ନପ୍ରସାଦ ଓ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ! ଏଥିରେ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗ ଦେଇ ମା’ ଙ୍କ ଦର୍ଶନ କରିବା ସହିତ ଅନ୍ନପ୍ରସାଦ ବଣ୍ଟନରେ ସହଯୋଗ କରିଥିଲେ ! ମା ଙ୍କ ନିକଟରେ ଜିଲ୍ଲା ବାସୀଙ୍କ ମଙ୍ଗଳ ନିମନ୍ତେ ପ୍ରାର୍ଥନା କରିଥିଲେ ବିଧାୟକ !

Exit mobile version