Site icon Awaj Media

ପାଇକମାଳ ବ୍ଲକ ଯାଦବ ସମାଜ ଦ୍ୱାରା ଗିରି ଗୋବର୍ଦ୍ଧନ ପୂଜା !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ! ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଯାଦବ ସମାଜ ଦ୍ୱାରା ଗିରି ଗୋବର୍ଧନ ପୂଜା ଆୟୋଜିତ ହୋଇଯାଇଛି ! କାର୍ଯ୍ୟକ୍ରମ ରେ ବନମାଳୀ ଚନ୍ଦନ ସଭାପତିତ୍ତ୍ୱ କରିଥିଲେ ଓ ଗୋପାଳ ସମାଜ ର ସଭ୍ୟା ସଭ୍ୟ ଯୋଗ ଦେଇଥିଲେ ! ଏହି କାର୍ଯ୍ୟକ୍ରମ ରେ ନୃସିଂହନାଥ ମନ୍ଦିର ଅଂଚଳ ର ସଭ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ !

Exit mobile version