Site icon Awaj Media

ପଦବୀର ଅହଙ୍କାରରେ ମସଗୁଲ ପ୍ରଭାତୀ ପରିଡା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ଦାଶ : ନୂଆ ପଦବୀ , ନୂଆ ଆଦବ କାଇଦା ! ଛ ମାସ ବିତିନି , ହେଲେ ଠାଣୀ ପୁରା ବଦଳି ଯାଇଛି ! ଆମେ କହୁଛୁ ବିଜେପି ସରକାରରେ ଥିବା ସବୁ ନିର୍ବାଚିତ ବିଧାୟକ ଙ୍କ କଥା ! ସବୁଠାରୁ ଆଗରେ ଅଛନ୍ତି ନିମାପଡା ବିଧାୟିକା ପ୍ରଭାତୀ ପରିଡା ! ପିମ୍ପୁଡି ଉଖାରେ ଚଢିଲେ ଯାହା ହୁଏ , ତାହା ଦେଖିବାକୁ ମିଳିଛି ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ କ୍ଷେତ୍ରରେ !

Exit mobile version