Site icon Awaj Media

୩୫ ତମ କୋଣାର୍କ ଉତ୍ସଵ ୨୦୨୪ ଉଦଘାଟିତ !!!

Spread the love

କୋଣାର୍କ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉଦଘାଟିତ ହୋଇଯାଇଛି କୋଣାର୍କ ଉତ୍ସବ ! କୋଣାର୍କ ଠାରେ ୩୫ ତମ କୋଣାର୍କ ଉତ୍ସଵ ୨୦୨୪ କୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

 

Exit mobile version