ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବ ଜିଲ୍ଲା ମୁଖ୍ୟ ଫିସେରୀ ବିଭାଗରେ କାର୍ଯ୍ୟରତ କର୍ମଚାରି ଙ୍କ ର ଦୀର୍ଘ ବର୍ଷ ହେଲା ବଦଳି ହେଉନାହିଁ ! ବିଭାଗ ର ମୁଖ୍ୟ ଅଧିକାରୀ ଦୀର୍ଘ ଦିନ ହେଲା ନାହାନ୍ତି ! କାର୍ଯ୍ୟରତ କର୍ମଚାରୀ ତିନି ବର୍ଷ ରୁ ଉର୍ଦ୍ଧ କାର୍ଯ୍ଯରତ ଅଛନ୍ତି । ସ୍ୱଚ୍ଛତା ଦୃଷ୍ଟିରୁ ବଦଳି ହେବା କଥା , କିନ୍ତୁ ବଦଳି ହୋଇନାହିଁ ! ଜିଲ୍ଲା ପ୍ରଶାସନ ଚାହିଁଲେ ବଦଳି ହୋଇ ପାରିବ କିନ୍ତୁ ହୋଇ ପାରୁନାହିଁ ! ତେଣୁ ନୂତନ ସରକାର ବଦଳି କରିଲେ ଜନସାଧାରଣ ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି ।
ଫିସେରୀ ବିଭାଗ ର କର୍ମଚାରି ଙ୍କ ବଦଳି କେବେ ???

