Site icon Awaj Media

ଶ୍ରୀ ବୈରାଗୀ ଭାବକଳ୍ପ ତରଫରୁ ପ୍ରାଦେଶିକ ଭକ୍ତ ସମ୍ମିଳନୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଶ୍ରୀ ବୈରାଗୀ ଭାବକଳ୍ପ ତରଫରୁ ପ୍ରାଦେଶିକ ଭକ୍ତ ସମ୍ମିଳନୀ । ରାଜଧାନୀ ବୁଦ୍ଧ ମନ୍ଦିର ପରିସରରେ ଶତାଧିକ ଭକ୍ତ ଙ୍କ ସମାଗମ । ଭଦ୍ରକ ଜିଲ୍ଲା ଅସୁରାଳି, ଦେବୀ ଆଶ୍ରମ ଚେତନା ସଂଘ ତରଫରୁ ଆୟୋଜିତ ଏହି ପ୍ରାଦେଶିକ ଭକ୍ତ ସମ୍ମିଳନୀରେ ରାଜ୍ୟର କୋଣ ଅନୁକୋଣ ରୁ ଭକ୍ତ ମାନେ ଆସି ଯୋଗ ଦେଇଥିଲେ । ଆଗାମୀ ଦିନରେ ସମଗ୍ର ରାଜ୍ୟ ରେ ଭକ୍ତ ସମ୍ମିଳନୀ ଆୟୋଜନ ପାଇଁ ଯୋଜନା ରହିଥିବା କଥା ପ୍ରକାଶ କରିଛନ୍ତି ଆୟୋଜକ ! ଭୁବନେଶ୍ୱର ରୁ ଶାଶ୍ଵତୀ ନାୟକ ଙ୍କ ରିପୋର୍ଟ ଆୱାଜ ମିଡ଼ିଆ !

Exit mobile version