Site icon Awaj Media

ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ବସାଇ ନାନୋ ଡ୍ରାଇଭ୍ କଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ନାନୋ ରେ ଗଲେ ମୁଖ୍ୟମନ୍ତ୍ରୀ । କୃଷି ଓଡିଶା 2025 କାର୍ଯ୍ୟକ୍ରମ ସ୍ଥଳରେ ସାମନାକୁ ଆସିଲା ଏପରି ଦୃଶ୍ୟ ! ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ବସାଇ ଗାଡ଼ି ଡ୍ରାଇଭ୍ କଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଏକା ସାଙ୍ଗରେ କଲେ ଯାତ୍ରା । ଭାଙ୍ଗିଲେ ପ୍ରୋଟୋକଲ ।

Exit mobile version