ଟ୍ରକ୍ ଧକ୍କାରେ ଚାଲିଗଲା ବାପ ପୁଅଙ୍କ ଜୀବନ !!! Awaj Media 1 year ago Spread the loveକଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ରାଜରାସ୍ତାରେ ଘଟିଲା ଅଘଟଣ , ଟ୍ରକ୍ ଧକ୍କାରେ ଚାଲିଗଲା ବାପ ପୁଅଙ୍କ ଜୀବନ । କଟକ ଶିଖରପୁର କାଳିଆବୁଦା ଗଡା ପାଖରେ ଅଜଣା ଟ୍ରକ ଧକାରେ ଚାଲିଗଲା ଦୁଇଟି ଜୀବନ ।