Site icon Awaj Media

ବେକାରୀ ଦୂରୀକରଣ ଲକ୍ଷ୍ୟ ନେଇ ଚର୍ଚ୍ଚାରେ ଗଣପତି ଗଣପତି ଏଣ୍ଟରପ୍ରାଇଜର୍ସ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ବେକାରୀ ଦୂରୀକରଣ ଲକ୍ଷ୍ୟ ନେଇ ଚର୍ଚ୍ଚାରେ ଗଣପତି ଗଣପତି ଏଣ୍ଟରପ୍ରାଇଜର୍ସ । ଦୂର ହେବ ବେକାରୀ ସମସ୍ୟା.. ସ୍ୱାବଲମ୍ବୀ ହେଉଛନ୍ତି ଯୁବକ ଯୁବକ ଯୁବତୀ.. ବେକାର ଯୁବକ ଯୁବତୀଙ୍କ ପାଇଁ ଆଶାର କିରଣ ସହ ସୁବର୍ଣ୍ଣ ସୁଯୋଗ.. କୌଣସି ସ୍ଥାନରେ ଚାକିରୀ ନକରି ବରଂ ନିଜ ବ୍ୟବସାୟିକ ପ୍ରତିଷ୍ଠାନରୁ ମାସିକ ୩୦ହଜାର ଟଙ୍କା ଆୟ କରି ହେବ। ଚାକିରୀ କରିବା ପରିବର୍ତ୍ତେ ନିଜର ନିଜସ୍ୱ ବ୍ୟବସାୟ ଆରମ୍ଭ କରି ଜଣେ ସଫଳ ବ୍ୟବସାୟୀ ହେବାର ସୁଯୋଗ ସୃଷ୍ଟି କରିଛି ଗଣପତି ଏଣ୍ଟରପ୍ରାଇଜର୍ସ। ଏହି ସଂସ୍ଥା କେବଳ ଯୁବକ ଯୁବତୀଙ୍କ ଆୟକୁ ଗୁରୁତ୍ୱ ଦେଉନାହିଁ। ବରଂ ତା ସହ ମେସିନ କିଣୁଥିବା ଲୋକଙ୍କୁ ମଧ୍ୟ ଉତ୍ତମ ସେବା ଯୋଗାଇ ଦେଉଛି। ଧୂପ ସାଙ୍ଗକୁ ପେପର ପ୍ଲେଟ ପ୍ରସ୍ତୁତକାରୀ ମେସିନ ଯୋଗାଇ ଦେଉଛି ଏହି ସଂସ୍ଥା। କେବଳ ଏତିକି ନୁହେଁ ମେସିନ କିଣୁଥିବା ବ୍ୟକ୍ତିଙ୍କ ଠାରୁ ଉତ୍ପାଦିତ ଦ୍ରବ୍ୟକୁ ମଧ୍ୟ କିଣୁଛି , ଆଉ ତାହା ବି ମାର୍କେଟ ପ୍ରାଇସ ଠାରୁ ଅଧିକ ମୂଲ୍ୟରେ। ଆଉ ଯଦି ମେସିନରେ କେବେ କୌଣସି ସମସ୍ୟା ଦେଖା ଦେଉଛି ତେବେ ଅବିଳମ୍ବେ ଏହାକୁ ସଜାଡ଼ିବା ଦାୟିତ୍ୱ ମଧ୍ୟ ଗଣପତି ଏଣ୍ଟରପ୍ରାଇଜର୍ସର। ତେବେ ନିଜର ବ୍ୟବସାୟ ସହ ବେକାରୀ ଦୂରୀକରଣ ଓ ଏକ ସୁସ୍ଥ ସମାଜ ଗଠନର ପ୍ରୟାସ ଆରମ୍ଭ କରିଥିବା ଗଣପତି ଏଣ୍ଟରପ୍ରାଇଜର୍ସ ବର୍ତ୍ତମାନ ଚର୍ଚ୍ଚାରେ ।

Exit mobile version