ରତାପାଟ ରେ ବ୍ୟାପକ ଦେଶୀ ମଦ ଜବତ !!! Awaj Media 12 months ago Spread the loveବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ପୁଲିସ କୁ ବଡ ସଫଳତା , ରତାପାଟ ରେ ବ୍ୟାପକ ଦେଶୀ ମଦ ଜବତ ! ପାଖାପାଖି ସାତ ଶହ ଲିଟର ଦେଶୀ ମଦ ଜବତ କରିଛି ବଡମ୍ବା ପୁଲିସ !