ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀ ରେ ମାତିଛନ୍ତି ଲୋନ ଦଲାଲ , ଖବର କାଗଜ ଆଢୁଆଳରେ ଚଳାଇଛନ୍ତି ଦଲାଲି ଓ କାରବାର ! ନ ଅଛି ଅଫିସ ନ ସ୍ଥାୟୀ ଠିକଣା ! ଚିହ୍ନା ଜଣା ଲୋକଙ୍କୁ ନିଜ ଆଡୁ ଫୋନ କରି ଲୋନ କରାଇଦେବାର ଲୋଭ ଦେଖାଇ ହଡପ କରୁଛନ୍ତି ଟଙ୍କା ! ବିଭିନ୍ନ ବାହାନା ରେ ମାଗୁଛନ୍ତି ଟଙ୍କା , ଲୋନ ପାଇଁ ପ୍ରପୋଜାଲ ସିଟ , କ୍ରେଡିଟ ସ୍କୋର ରିପୋର୍ଟ , ସିଏମଆର ରିପୋର୍ଟ କୁ ସହଜ କରାଇବା କାମ କହି ଟଙ୍କା ନେବା ପରେ ଆଉ ଦେଉ ନାହାନ୍ତି ଧରା ଛୁଆଁ !
କ୍ରମଶଃ. . . . .

