Site icon Awaj Media

ନିଖିଳ ଓଡିଶା ମଜଦୁର ମହାସଂଘ ପକ୍ଷରୁ ସାଧାରଣ ସଭା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ନିଖିଳ ଓଡିଶା ମଜଦୁର ମହାସଂଘ ପକ୍ଷରୁ ଇଚ୍ଛାପୁର କଳିଙ୍ଗ ପ୍ୟାଲେସ ଠାରେ ସାଧାରଣ ସଭା ଆୟୋଜିତ ! ଏହି କାର୍ଯ୍ୟକ୍ରମରେ ନୂତନ ସଦସ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ଓ ଜିଲ୍ଲା କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହିଥିଲେ । ଏହା କେନ୍ଦ୍ରାପଡାରେ ଶୁଭ ଉଦ୍ଘାଟନ ହୋଇଥିବା ବେଳେ ଶ୍ରମିକ ମାନଙ୍କର କିଭଳି ଭାବେ ଉନ୍ନତି ହେବ ଓ ବିଭିନ୍ନ ପ୍ରକାର ଯେଉଁ ସମସ୍ୟା ରହିଛି ତାକୁ ମ୍ୟାନେଜମେଣ୍ଟ ପାଖରେ ପ୍ରତିପାଦନ କରି ସେମାନଙ୍କର ହକ ଦାବି ପୂରଣ କରି ହେବ ସେ ବାବଦରେ ବିଭିନ୍ନ ପ୍ରକାର ଆଲୋଚନା ସମେତ ତାହା କିଭଳି ଭାବେ ଫଳପ୍ରଦ ହେବ ତାକୁ ନେଇ ଚେଷ୍ଟା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

 

Exit mobile version