ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ହେଲାଣି ଖରାକୁ ଆଖି ଆଗରେ ରଖି ଲୋକେ ତରଭୁଜ, ଆଖୁରସ ,ସହ ଲେମ୍ଭୁ ସର୍ବତ, ଲସି ପ୍ରଭୃତି ତୃଷା ନିବାରଣ ସକାଶେ ବ୍ୟବହାର କରୁଛନ୍ତି ସେହିପରି ବର୍ତ୍ତମାନ୍ ଏହି ଦିନରେ ଗରମ ରୁ ରକ୍ଷ। ପାଇବ।ପାଇଁ ଲୋକେ ପଙ୍ଖା। ଏସି କୁଲର ବହୁଳ ବ୍ୟବହାର କରୁଛନ୍ତି। ଆଧୁନିକ ଯୁଗରେ ହଜି ଯାଉ ଥିବା ମଣିଷଟି ବର୍ତ୍ତମାନ୍ ମଧ୍ୟ ତାଳପତ୍ର ବିଞ୍ଚଣା ଚାହିଦା ରହିଛି।କରେଣ୍ଟ ଚାଲି ଗଲେ ଗରମରୁ ରକ୍ଷା ପାଇବା ପାଇଁ ଖୋଜା ପଡେ ବିଞ୍ଚଣା ଟିଏ। ଗରମ ସମୟରେ ତାଳପତ୍ର ବିଞ୍ଚଣାଟିଏ ଆବଶ୍ୟକତା ପୂରଣ କରିଥାଏ।
ପ୍ରାକୃତିକ ପବନ ଟିକେ ଅନୁଭବ କରିବା ସକାଶେ ମଣିଷ ଟି କରେଣ୍ଟ ଗଲା ପରେ ଝାଳ ଓ ଗରମରେ ସିଝୁ ଥିବା ବ୍ୟକ୍ତି ଟି ସେହି ସମୟରେ ଟିକେ ପ୍ର।କୃତିକ ପବନ ବାଜିଲେ ଆରମ ଅନୁଭବ କରେ ସେହି ପରି ତାଳପତ୍ରର ବିଁଛଣ।ଟିକୁ ଖୋଜା ପଡେ ଧନୀ ହେଉ କିମ୍ୱ । ଗରିବ କିଛି ସମୟ ଗରମରୁ ରକ୍ଷା ପାଇବ। ସକାଶେ ବିଞ୍ଚିଲେ ଯେଉଁ ଆରମ ଲାଗେ ଜଣେ ଅନୁଭବି ହିଁ କହି ପାରିବ ତାର ସିତିଳତା ପବନ ଆରାମ ଲାଗେ କିଛି କ୍ଷଣିକ ସକାଶେ ବର୍ତ୍ତମାନ ପୂଜା ପରବ ହେଉ କୀମ୍ୱ। ଦାନ ଧର୍ମରେ ତାଳପତ୍ର ବିଞ୍ଚଣାର ବହୁଳ ଆବଶ୍ୟକତା ପଡେ।ଲୋକେ ଏବେବି ଖୋଜୁଛନ୍ତି ତାଳପତ୍ର ବିଞ୍ଚଣ। କିନ୍ତୁ ବର୍ତ୍ତମାନ୍ ଏହା ଆନ୍ଧ୍ରପ୍ରଦେଶରୁ ବିକ୍ରି ବଟ। ସକାଶେ ସହରକୁ ଆସୁଛି। ଲୋକେ ଦେଖି ଖୁସି ପ୍ରକଟ କରିଛନ୍ତି।
ଏବେବି ବଞ୍ଚି ରହିଛି ତାଳପତ୍ର ବିଞ୍ଚଣାର ଚାହିଦା !!!

