Site icon Awaj Media

ତତଲା ଖରାରେ ପଞ୍ଚାୟତରାଜ ଦିବସ ପାଳନ : ଖରା ଦାଉ ରେ ବେହୋସ ହେଲେ ମହିଳା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରୁ ସାମନାକୁ ଆସିଲା ଅଭାବନୀୟ ଦୃଶ୍ୟ ! ତତଲା ଖରାରେ ପଞ୍ଚାୟତରାଜ ଦିବସ ପାଳନ , ଖରା ଦାଉ ରେ ବେହୋସ ହେଲେ ମହିଳା ! ଭିସି ମାଧ୍ୟମରେ ସାରା ଓଡିଶାରେ ପାଳିତ କରାଯାଇଛି ଏହି କାର୍ଯ୍ୟକ୍ରମ ! କିନ୍ତୁ ଦୁଃଖର ବିଷୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଏସି ରେ ବସି ଉଦବୋଧନ ଦେଉଥିବା ବେଳେ ତତଲା ଖରାରେ ମହିଳା ମାନେ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି ! ବାଙ୍କୀ ବ୍ଲକ ପ୍ରଶାସନ ପକ୍ଷରୁ କୋୖଣସି ସୁବିଧା କରାନଯାଇ ଲୋକଙ୍କୁ ଖରାରେ ଦୀର୍ଘ ତିନି ଚାରି ଘଣ୍ଟା ବସେଇ ରଖିଥିଲେ । ତେବେ ଏପରି ପ୍ରହସନ କୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯିବା ସହ କ୍ଷୋଭ ପ୍ରକାଶ ପାଇଛି ।

Exit mobile version