Site icon Awaj Media

ନିଷ୍ଟ ପବ୍ଲିକ ସ୍କୁଲ ପାଲଟିଛି ଅଭିଭାବକଙ୍କ ପ୍ରଥମ ପସନ୍ଦ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜଧାନୀ ଉପକଣ୍ଠ ଜରିପାଟଣା ରେ ଅବସ୍ଥିତ ନିଷ୍ଟ ପବ୍ଲିକ ସ୍କୁଲ ପାଲଟିଛି ଅଭିଭାବକଙ୍କ ପ୍ରଥମ ପସନ୍ଦ ! ବିଗତ କିଛି ବର୍ଷ ଧରି ଉକ୍ତ ଶିକ୍ଷାନୁଷ୍ଠାନ ବେଶ ଭଲ ରେଜଲ୍ଟ କରି ଆସୁଥିବା ସମୟରେ ଏଠାକାର ଶିକ୍ଷାଦାନ ପଦ୍ଧତି ଅତି ଉଚକୋଟୀର ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀ କହିଛନ୍ତି ! ପ୍ରତିବର୍ଷ ନୂଆ ନୂଆ ଥିମ ରେ ଅନୁଷ୍ଠାନ ଆୟୋଜନ କରୁଛି କାର୍ଯ୍ୟକ୍ରମ , ଶିକ୍ଷାଦାନ ବ୍ୟତୀତ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ମଧ୍ୟ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଉଛି ! ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ପରିସରରେ ମେ ଏକ ତାରିଖରୁ ଆରମ୍ଭ ହୋଇଛି ସମର କ୍ୟାମ୍ପ ! ଆସନ୍ତା ଦଶ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଚାଲୁ ରହିବ !

Exit mobile version