ପାରାଦୀପ ( ଆୱାଜ ମିଡ଼ିଆ ) – ରବୀନ ବିଶ୍ୱାସ : ପାରାଦୀପ ତାରିଣୀଗଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ପଛରେ ପିଟିଲା ଅର୍ଣ୍ଣପୂର୍ଣ୍ଣା ନାମକ ଏକ ବସ୍ । ଘଟଣା ସ୍ଥଳରେ ବାଇକ ଆରୋହୀ ଙ୍କ ମୃତ୍ୟୁ । ମୃତକ ହେଲେ ପାରାଦୀପ ବନ୍ଦର ର ଡିଏଲାର୍ କର୍ମଚାରୀ ଅଜିତ ହେମରମ୍ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତେଜନା ।
ବାଇକ କୁ ପିଟିଲା ବସ : ବାଇକ ଆରୋହୀ ମୃତ !!!

