Site icon Awaj Media

ଖବର ପ୍ରସାରଣ ପରେ ଡ୍ରେନ ସଫା କରିଲା ପୌର ପରିଷଦ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପାର୍ଶ୍ଵରେ ଥିବା ଡ୍ରେନ ରୁ ଅପରିଷ୍କାର ଜଳ ରାସ୍ତାରେ ପ୍ରବାହିତ ହେଉଥିବା ଓ ଦୁର୍ଗନ୍ଧ ଖବର ପ୍ରସାରଣ ପରେ ପୌର ପରିଷଦ ଡ୍ରେନ ସଫା କରିଛି । ଖବର କୁ ଗୁରୁତ୍ଵ ଦେଇ ସଫା କରିଥିବାରୁ ତଥା ଗଣମାଧ୍ୟମ ଗୁରୁତ୍ଵ ଦେଇଥିବାରୁ ଲୋକେ ଧନ୍ୟବାଦ ଦେଇଛନ୍ତି !

Exit mobile version