Site icon Awaj Media

ଯୁକ୍ତ ଦୁଇ ଟପ୍ପର ଛାତ୍ରୀ ସୁଜାତା ସାହୁଙ୍କୁ ସମ୍ବର୍ଦ୍ଧନା !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଯୁକ୍ତ ଦୁଇ ଟପ୍ପର ଛାତ୍ରୀ ସୁଜାତା ସାହୁଙ୍କୁ ସମ୍ବର୍ଦ୍ଧନା ! ଅଠାଅଶୀ ପ୍ରତିଶତ ନମ୍ବର ରଖି କଳାପଥର ଧଳାପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ସୁଜାତା ସାହୁ ପଶ୍ଚିମ ବାଙ୍କୀ ରେ ଟପ୍ପର ହୋଇଛନ୍ତି ! ପିତା ଅମୀୟ ସାହୁଙ୍କ ମୃତ୍ୟୁ ପରେ ବହୁ ଆର୍ଥିକ ଅନାଟନ ଭିତରେ ସୁଦ୍ଧା ନିଜର ଦୃଢ ମନବଳ ଓ ଅଧ୍ୟବସାୟ କାରଣରୁ ଏହି ସଫଳତା ପାଇଁ ପାରିଛନ୍ତି ସୁଜାତା !

Exit mobile version