ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ – କଟକ ମୁଖ୍ୟ ରାସ୍ତା ଅବରୋଧ , ଯାତାୟାତ ଠପ୍ ! ଶିମିଳିପୁର ଠାରେ ରାସ୍ତାରୋକ , ବାଙ୍କୀ – କଟକ ମୁଖ୍ୟ ରାସ୍ତା ରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ! ଗ୍ରାମର କିଶୋର ସୁବୁଦ୍ଧିରାୟଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ! ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି ଗ୍ରାମବାସୀ ! ଆନ୍ଦୋଳନର ଦୁଇଘଣ୍ଟା ପରେ ବି ବାଙ୍କୀ ପ୍ରଶାସନ କିମ୍ବା କୌଣସି ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି ନାହାନ୍ତି !
ଶିମିଳିପୁର ଠାରେ ରାସ୍ତାରୋକ : ବାଙ୍କୀ – କଟକ ମୁଖ୍ୟ ରାସ୍ତା ରେ ଯାତାୟାତ ଠପ୍ !!!

