Site icon Awaj Media

ଗଜପତି ଜିଲ୍ଲା ରେ ବିଭିନ୍ନ ବିଭାଗ ରେ କୁଣ୍ଡଳୀ ମାରି ବସିଛନ୍ତି କର୍ମଚାରୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାର୍ଯ୍ୟରତ କର୍ମଚାରି ଙ୍କ ହେଉନି ବଦଳି ! ଦୀର୍ଘ ବର୍ଷ ହେଲା ବଦଳି ନ ହେବା ସରକାରଙ୍କ ନିୟମ କୁ ଫୁ। ଗଜପତି ଜଲ୍ଲାରେ ବିଭିନ୍ନ ବିଭାଗ ରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ଦୀର୍ଘ ବର୍ଷ ହେଲା ବଦଳି ହେଉ ନଥିବା ଦେଖିବାକୁ ମିଳିଛି ! ସରକାର ନିୟମ କୁ ମାନୁଛି କିଏ , ସରକାରୀ ନିୟମ କୁ ଫୁ କର୍ମଚାରୀ ମାନେ ଦୀର୍ଘ ବର୍ଷ ହେଲା ବଦଳି ନ ହେବା ସମସ୍ତ ଙ୍କୁ ଚକିତ କରିଛି । ସରକାର ସ୍ୱଚ୍ଚତା ଉପରେ ଗୁରୁତ୍ବ ଦିଆ ଯାଉଛି ବୋଲି ପ୍ରକାଶ କରୁଥିବା ବେଳେ ଦୀର୍ଘ ବର୍ଷ ହେଲା ବଦଳି ହଉ ନାହିଁ । ତେଣୁ ରାଜ୍ୟ ସରକାର ଏଥି ପ୍ରତି ଗୁରୁତ୍ବ ଦେଲେ ଜିଲ୍ଲାର ବିକାଶ ହୋଇ ପାରିବ ଓ ସ୍ୱଚ୍ଛତା ରହି ପାରିବ ବୋଲି ମତ ପ୍ରକାଶ ପାଉଛି ।

Exit mobile version