ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସମସ୍ୟା ଘେରରେ ରହିଛି ପାରଳାଖେମୁଣ୍ଡି ପୌର ପରିଷଦ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ହେଉଛି ଓଡିଶା ଦ୍ୱିତୀୟ ସର୍ବ ପୁରାତନ ପୌର ପରିଷଦ । ଏଠାରେ ସମସ୍ୟା ଅନେକ , ସମାଧାନ କମ ! ଗାଈ ଗୋରୁ ଘୁଷୁରୀ, ବୁଲା କୁକୁରଙ୍କ ଉପଦ୍ରବ, ପରିମଳ ବ୍ୟବସ୍ଥା କୁହ ପାର୍କିଂ ବ୍ୟବସ୍ଥା, ଟ୍ରାଫିକ ସମସ୍ୟା , ପଲିଥିନ କୁହ କିମ୍ବା କର୍ମଚାରୀଙ୍କ ଦୀର୍ଘ ଦିନ ବଦଳି ନ ହେବା , ଏହିଭଳି ବିଭିନ୍ନ ସମସ୍ୟା ରହିଛି !
ସମସ୍ୟା ଘେରରେ ରହିଛି ପାରଳାଖେମୁଣ୍ଡି ପୌର ପରିଷଦ !!!

