Site icon Awaj Media

ନିୟନ୍ତ୍ରଣ ହରାଇ ବିଲ ଭିତରକୁ ପଶିଗଲା ଟ୍ରକ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ନିୟନ୍ତ୍ରଣ ହରାଇ ବିଲ ଭିତରକୁ ପଶିଗଲା ଟ୍ରକ ! ତାଳବସ୍ତ ବିଲିପଡା ବାଙ୍କୀ ରାସ୍ତାର ତାରିଣୀ ମନ୍ଦିର ପାଖରେ ଧାନ ଟ୍ରକ ନିୟନ୍ତ୍ରଣ ହରାଇ ବିଲ ଭିତରକୁ ଗଳି ପଡିଛି | ଦେଖଣାହାରୀଙ୍କ ପାଇଁ ରାସ୍ତା ଗହଳି ରହିଛି | ଡ୍ରାଇଭର ଫେରାର ଥିବା ବେଳେ କୌଣସି କ୍ଷତି କାହାର ହୋଇନି | ଏ ପର୍ଯ୍ୟନ୍ତ ପ୍ରଶାସନ କି ତାଳବସ୍ତ ଫାଣ୍ଡି କି ବାଙ୍କୀ ଥାନାର କୌଣସି ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଂଚି ନାହାନ୍ତି |

Exit mobile version