Site icon Awaj Media

ନାନ୍ଦୋଳ ବଜାରରେ ବୋଲେରୋ ଧକ୍କା ରେ ଜଣଙ୍କର ମୃତ୍ୟୁ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନାନ୍ଦୋଳ ବଜାରରେ ବୋଲେରୋ ଧକ୍କା ରେ ଜଣଙ୍କର ମୃତ୍ୟୁ ! ସାଲେପୁର ଥାନା ବାରିଗୋଳ ଅଞ୍ଚଳ ର ରାଜକିଶୋର ସାମଲଙ୍କ ବୋଲେରୋ ଧକ୍କାରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ପିଲା ଗୁରୁତର ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି !

Exit mobile version