Site icon Awaj Media

ମହାନଦୀ ଭିତରେ ଛିଣ୍ଡିଲା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର !!!

Spread the love

ମୁଣ୍ଡଳୀ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ମହାନଦୀ ଭିତରେ ଛିଣ୍ଡିଲା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ! ଜୀବନକୁ ବିପନ୍ନ କରି ମରାମତି କାମରେ ଲାଗିଛନ୍ତି କର୍ମଚାରୀ ! ଦୁଇ କୁଳ ଖାଇ ବହୁଛି ମହାନଦୀ ! ଏପରି ସ୍ଥିତିରେ ମହାନଦୀ ଭିତରକୁ ଯାଇ ଛିଣ୍ଡିଥିବା ବିଦ୍ୟୁତ ତାର ମରାମତି କରିବା କେତେ ଦୁଃସାଧ୍ୟ ତାହା ସହଜେ ଅନୁମେୟ ! ମୁଣ୍ଡଳୀ ବ୍ରିଜ ପାଖରେ ମହାନଦୀ ଭିତରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଛିଣ୍ଡିବା ପରେ ମରାମତି କାମରେ ଲାଗିଛନ୍ତି ବିଭାଗୀୟ କର୍ମଚାରୀ ! ସ୍ଥାନୀୟ ପୁଲିସ , ନାଭାଲ ଅଧିକାରୀ , ଅଗ୍ନିଶମ କର୍ମଚାରୀ ପାୱାର ବୋଟ ଯୋଗେଁ ଭରା ନଦୀ ଭିତରକୁ ଯାଇ ଆରମ୍ଭ କରିଛନ୍ତି ମରାମତି କାମ !

Exit mobile version