ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆନ୍ତର୍ଜାତୀକ ସମବାୟ ବର୍ଷ 2025 ଉପଲକ୍ଷେ ଜଙ୍ଗଲପାଡୁ ପ୍ରାଥମିକ ସମବାୟ ସମିତି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ! ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଜଙ୍ଗଲ ପାଡୁ ସମବାୟ ସମିତି ପକ୍ଷରୁ ଆନ୍ତର୍ଜାତୀକ ସମବାୟ ବର୍ଷ 2025 ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ପାଡୁ ପ୍ରାଥମିକ ସମବାୟ ସମିତିର ସମ୍ପାଦକ ବାବୁଲି ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୃକ୍ଷ ରୋପଣ କରାଯାଇଥିଲା ।
ଜଙ୍ଗଲପାଡୁ ପ୍ରାଥମିକ ସମବାୟ ସମିତି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ !!!

