Site icon Awaj Media

ସ୍ମାର୍ଟ ମିଟର କୁ ବଡମ୍ବା ରେ ବିରୋଧ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ସ୍ମାର୍ଟ ମିଟର କୁ ବଡମ୍ବା ରେ ବିରୋଧ ! TPCODL ପକ୍ଷରୁ ଲଗା ଯାଉଥିବା ସ୍ମାର୍ଟ ମିଟର କୁ ବିରୋଧ କରିଛନ୍ତି ଉପଭୋକ୍ତା ! କିଛି ବର୍ଷ ପୂର୍ବେ ଉପଭୋକ୍ତା ଙ୍କ ଘରେ ଜୟପୁର ମିଟର ଲଗାଯାଇ ଲୋକଙ୍କ ଠାରୁ ବିଦ୍ୟୁତ ବିଲ ଆଦାୟ କରାଯାଉଥିଲା । ପରେ ଏହାକୁ ବିଦ୍ୟୁତ ବିଭାଗ ପକ୍ଷରୁ ଚେଞ୍ଜ କରାଯାଇ ଡ଼ିଡ଼ିଟାଲ ମିଟର ଲଗାଗଲା ! ତାହାକୁ ମଧ୍ୟ ବିଦ୍ୟୁତ ଉପଭୋକ୍ତା ମାନେ ଲଗାଇ , ବିଦ୍ୟୁତ ବିଲ ପୈଠ କରିଥିଲେ । ଏବେ ବିଦ୍ୟୁତ ବିଭାଗ ପକ୍ଷରୁ ଡିଜିଟାଲ ମିଟର କୁ ଚେଞ୍ଜ କରି ସ୍ମାର୍ଟ ମିଟର ଲଗାଯିବା କୁ ନେଇ ବଡମ୍ବା ଅଞ୍ଚଳ ର ଉପଭୋକ୍ତା ମାନେ ବିରୋଧ କରିବା ଦେଖିବାକୁ ମିଲୁଛି। ବିଦ୍ୟୁତ ବିଭାଗ ର ମନଇଛା କାର୍ଯ୍ୟ କୁ ନେଇ ବିଦ୍ୟୁତ ଉପଭୋକ୍ତା ବିରୋଧ କରିବା ଆରମ୍ଭ କଲେଣି ! ଯଦି ଏହାକୁ ବନ୍ଦ କରାନଯାଏ ତେବେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ବିଦ୍ୟୁତ ଉପଭୋକ୍ତା ମାନେ ଚେତାବନୀ ଦେଇଛନ୍ତି !

Exit mobile version