Site icon Awaj Media

ସେମିଳିଗୁଡ଼ା ବସଷ୍ଟାଣ୍ଡ ନିର୍ମାଣ କାମ ଧିମା : ବଢୁଛି ଅସନ୍ତୋଷ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବସଷ୍ଟାଣ୍ଡ ଠାରେ ଆଜିକୁ ଦୀର୍ଘ ଦୁଇମାସ ହେବ ବସଷ୍ଟାଣ୍ଡ କଂକ୍ରିଟ କାମ ସରିନାହିଁ ମନମୁଖୀ କାର୍ଯ୍ୟକୁ ବିରୋଧ କରୁଛନ୍ତି ଭଡ଼ାଟିଆ ଦୁକାନ ବେପାରୀ ଏହି ବିଷୟରେ ବାରମ୍ବାର କହିବା ସହିତ ଠିକାଦାର ଙ୍କୁ ମଧ୍ୟ କହିଲେ ସୁଣୁନାନ୍ତି କେହି ନସୁଣିବାରୁ ଆଜି ଅଞ୍ଚଳର କିଛି ଗଣମାଧ୍ୟମକୁ ଡାକି ଅଭିଯୋଗ କରିଛନ୍ତି ଏହି ବିଷୟରେ ଗଣମାଧ୍ୟମ ସୁନାବେଡ଼ା ପୈାରପରିଷଦ ଏକଜୁଟ ଅଫିସ୍ ଙ୍କୁ ଆଉ ଅଧ୍ୟକ୍ଷ ଡଃ ରାଜେନ୍ଦ୍ର କୁମାର ପାତ୍ରଙ୍କୁ ପ୍ରତିକ୍ରିୟା ନେବାକୁ ଯାଇଥିଲେ କିନ୍ତୁ ଅଫିସରେ କାହାରି ଦେଖା ନଥିଲା ଏବେ ଦୁକାନ ବେପାରୀ କହୁଛନ୍ତି ଦୁଇମାସର ଭାଡା ଟଙ୍କା ଆମେ ଦେଉଛୁ ଏମିତି କେତେ ଦିନ ଦେବୁ ବୋଲି କହିଛନ୍ତି ଏବେ ବର୍ତ୍ତମାନ ୧୫ରୁ ୨୦ ଦିନ ଭିତରେ ଜଦି କାମ ସରିବ ନାହିଁ ତାହେଲେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ।

Exit mobile version