ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କବାଟବନ୍ଧ ଅଞ୍ଚଳରେ ଚୋରା ମଦ ବେପାରୀଙ୍କ ଦବଙ୍ଗ ଗିରି , ସୋସାଲ ମିଡ଼ିଆ ରେ ଭିଡ଼ିଓ ହେଲା ଭାଇରାଲ ! ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବାଟବନ୍ଧ ଅଞ୍ଚଳରେ ଚୋରା ମଦ ବେପାରୀଙ୍କ ଦବଙ୍ଗ ଗିରି ର ଭିଡ଼ିଓ ଭାଇରାଲ ! ବ୍ୟକ୍ତି ଜଣଙ୍କ ମହିଳା ଅଧିକାରୀଙ୍କୁ ଅଶାଳୀନ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜେନାପୁର ଥାନା କବାଟବନ୍ଧ ଅଞ୍ଚଳରେ ଭିଡିଓ ଟି ଭାଇରାଲ ହେବାର ଲାଗିଛି ।
କବାଟବନ୍ଧ ଅଞ୍ଚଳରେ ଚୋରା ମଦ ବେପାରୀଙ୍କ ଦବଙ୍ଗ ଗିରି !!!

