ବୈଦେଶ୍ଵର ( ଆୱାଜ ମିଡିଆ ) – ପ୍ରଶାନ୍ତ କର : ଓଡ଼ିଶାରେ ଦିନକୁ ଦିନ ନାରୀ ନିର୍ଯାତନା ବଢୁଥିବା ବେଳେ ରାଜ୍ୟ ସରକାର ଚୁପ୍ ବସିଛି । ଏନେଇ କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସରକାରଙ୍କୁ ଚେତାବନୀ ଦେବା ସହ ପୋଲିସ ଡ଼ିଜିଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି ! ବୈଦେଶ୍ୱର କଲେଜ ଠାରୁ ଏକ ରାଲି ବାହାରି ବିଭିନ୍ନ ନାରାବାଜି ଦେଇ ପୋଲିସ ଡ଼ିଜିଙ୍କ ଉଦ୍ଦେଶ୍ୟରେ ବୈଦେଶ୍ୱର ଥାନା ଆଇ ଆଇ ସି ସଞ୍ଜୟ କୁମାର ଜେନାଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଛାତ୍ର ବିଜେଡି ପକ୍ଷରୁ ପୋଲିସ ଡ଼ିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର !!!

