ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର ଜନ୍ମାଷ୍ଟମୀ ରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥିଲା ! ପବିତ୍ର ଜନ୍ମାଷ୍ଟମୀ ହୋଇଥିବାରୁ ପୁର ପଲୀ ରୁ ଭକ୍ତ ଙ୍କ ସୁଅ ଛୁଟିଥିଲା ! କୃଷ୍ଣ ଅବତାର ଓ ସନ୍ଧ୍ୟ। ଆଳତି ଦେଖିବା ସକାଶେ ଭକ୍ତ ଙ୍କ ସମାଗମ ହୋଇଥିଲା !

