Site icon Awaj Media

ବାସଭବନ ରେ ପତାକା ଉତ୍ତଳନ କରି ସଂସାରର ମଙ୍ଗଳ କାମନା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ପବିତ୍ର ସ୍ୱାଧୀନତା ଦିବସରେ ସମାଜସେବୀ ଶ୍ରୀ ଲାଲା ମନୋଜ ରାୟ ନୟାଗଡ ନିଜ ବାସଭବନ ରେ ପତାକା ଉତ୍ତଳନ କରିବା ସହିତ ସଂସାରର ମଙ୍ଗଳ କାମନା କରିଥିଲେ ! ବହୁତ ସମର୍ଥକ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ !

Exit mobile version