Site icon Awaj Media

ଇନ୍ଦ୍ରାଣୀ ପାଟଣା ପଞ୍ଚାୟତରେ 79 ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ଇନ୍ଦ୍ରାଣୀ ପାଟଣା ପଞ୍ଚାୟତରେ ପାଳିତ ହୋଇଛି ସ୍ୱାଧୀନତା ଦିବସ ! ସ୍କୁଲ ହେଡ଼ମାଷ୍ଟର ଭାବେ କାମ କରୁଥିବା ଶିକ୍ଷୟତ୍ରୀ ନମିତା ମଲ୍ଲିକ ନିଜ ଶିକ୍ଷୟତ୍ରୀ ପଦରୁ ଅବସର କଲା ପରେ ଲୋକଙ୍କ ପାଇଁ ସେବା ମନବୃତ୍ତି ରଖିଥିଲେ ଏବଂ ଲୋକ ମାନଙ୍କୁ ସେବା କରିବା ପାଇଁ ସରପଞ ଭାବରେ ଲଢ଼ି ଜିତିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ଧନେଶ୍ୱର ନାୟକ , ୱାର୍ଡ ମେମ୍ବର ନୟନା ନାୟକ , ବିନୟ ମଲ୍ଲିକ , ରସାନନ୍ଦ ପ୍ରଧାନ , ବିମଳ ମହାପାତ୍ର , ମନୋଜ ଗୋଛାୟତ , ବାବୁଲି ଗୋଛାୟତ , ବସୁଆ ଦଳେଇ , ପ୍ରଶାନ୍ତ ରାଉତ , କାଳନ୍ଦୀ ଗୋଛାୟତ , ପୂର୍ବତନ ସମିତି ସଭ୍ୟ ମୋହନ ସାହୁ , ଗଙ୍ଗାଧର ଦାସ , ରସାନନ୍ଦ ଦାସ ଏବଂ ଲକ୍ଷ୍ମଣ ମହାନ୍ତି ପ୍ରମୂଖ ଉପସ୍ଥିତ ରହିଥିଲେ l

Exit mobile version