Site icon Awaj Media

ରାଜସ୍ବ ଅମଲା ସଙ୍ଘ ଗଜପତି ଜିଲ୍ଲା ଶାଖା ତରଫରୁ କାର୍ଯ୍ୟ ବନ୍ଦ ଧାରଣା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ରାଜସ୍ବ ଅମଲା ସଙ୍ଘ ଗଜପତି ଜିଲ୍ଲା ଶାଖା ତରଫରୁ କାର୍ଯ୍ୟ ବନ୍ଦ ଧାରଣା ଦିଆଯାଇଅଛି l ଏଥିରେ ଗଜପତି ଜିଲ୍ଲା ଅମଲା ସଙ୍ଘ ତରଫରୁ ବିଭିନ୍ନ ଦାବିକୁ ନେଇ ମାନ୍ୟବର ପାରଳା ବିଧାୟକ ଶ୍ରୀଯୁକ୍ତ ଇଂ ରୁପେଶ କୁମାର ପାଣିଗ୍ରାହୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା l ବିଧାୟକ ଅମଲା ମାନଙ୍କର ବିଭିନ୍ନ ଦାବି କିପରି ପୂରଣ ହେବ ତାହା ଉପରେ ସରକାରଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ l

Exit mobile version