Site icon Awaj Media

ଖୋର୍ଦ୍ଧାରେ ଜଳିଗଲା ଆମ ବସ୍ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧାରେ ଜଳିଗଲା ଆମ ବସ୍ , ୧୬ ନଂ ଜାତୀୟ ରାଜପଥ ଗଡ଼ ଖୋର୍ଦ୍ଧା ଛକରେ ଲାଗିଲା ନିଆଁ ! ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ କର୍ମଚାରୀ ଓ ଯାତ୍ରୀ ! ବସ୍‌ଟି ଭୁବନେଶ୍ବର ଭରତପୁରରୁ ଖୋର୍ଦ୍ଧା ଯାଉଥିଲା , ନିଆଁ ଲାଗିବା ଦେଖି ସମସ୍ତେ ବସ୍‌ରୁ ବାହାରି ପଡ଼ିଥିଲେ ! ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଅନୁମାନ କରାଯାଉଛି !

Exit mobile version