Site icon Awaj Media

ଜଗନ୍ନାଥ ସଂକୀର୍ତ୍ତନ ଲୋକକଳା ମହାସଂଘ କମିଟି ତରଫରୁ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜଗନ୍ନାଥ ସଂକୀର୍ତ୍ତନ ଲୋକକଳା ମହାସଂଘ କମିଟି ତରଫରୁ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ ! ମହାସଂଘ କମିଟି ନୂତନ ଜିଲ୍ଲାପାଳ ଙ୍କୁ ଶୁଭେଛା ଜଣାଇବା ସହ କଳା ସଙ୍କୀର୍ତ୍ତନ ସଂଘ ଓ ଲୋକକଳା ର ଉନ୍ନତି କରଣ ସକାଶେ ଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ! ଜିଲ୍ଲା କଳା ସଂସ୍କୃତି ସଂଘ , ବ୍ଲକ କଳା ସଂସ୍କୃତି ସଂଘରେ , ଶ୍ରୀ ଜଗନ୍ନାଥ ସଙ୍କୀର୍ତ୍ତନ ଲୋକ କଳା ମହାସଂଘ ର କଳାକାର ଙ୍କୁ ଅନ୍ତର୍ଭୁକ୍ତ କରାଇବା ସକାଶେ ଜିଲ୍ଲାପାଳ ଙ୍କୁ ଲିଖିତ ଆକାର ରେ ଜଣାଇଛନ୍ତି ! ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ରାଉତ, ହରିକୃଷ୍ଣ ପ୍ରଧାନ , ପ୍ରତ୍ୟେକ ବ୍ଲକ ର ସଭାପତି ଉପସ୍ଥିତ ଥିଲେ ।

Exit mobile version