ପାରଳା ସହରରେ ଧୁମ ଧାମ ରେ ଗଣେଶ ପୂଜା ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଗଣେଶ ପୂଜା ଧୁମ ଧାମ ରେ ପାଳିତ ହୋଇଯାଇଛି । ସହର ର ବିଭିନ୍ନ ଅନୁଷ୍ଠାନ , ସ୍କୁଲ କଲେଜରେ ଧୁମ ଧାମ ରେ ପୂଜା ପାଳିତ ହୋଇଯାଇଛି । ସେହିଭଳି ସହରର ବିଭିନ୍ନ ଛକ ସାହି ରେ ମଧ୍ୟ ପୂଜା ପାଳିତ ହେଉଛି । ଗଣେଶ ପୂଜା ଅବସରରେ ଉତ୍ସରେବ ମୁଖର ହୋଇ ଉଠିଛି ପୁରା ଜିଲ୍ଲା ! ବିଭିନ୍ନ ବ୍ଲକ ମୁଖ୍ୟାଳୟ ଏବଂ ପୁର ପଲ୍ଲୀରେ ମଧ୍ୟ ପୂଜା ଆୟୋଜନ ହେଉଛି , ଝିପି ଝିପି ବର୍ଷା ସତ୍ତ୍ୱେ ମହା ଆଡ଼ମ୍ବର ରେ ପାଳିତ ହେଉଛି ପୂଜା ।

Leave a Reply

Your email address will not be published. Required fields are marked *