୧୩ ବର୍ଷ ଧରି ପରମ୍ପରାକୁ ବଜାୟ ରଖିଛି ‘ବନ୍ଦେ ଭାରତ କ୍ଲବ’ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ୧୩ ବର୍ଷ ଧରି ପରମ୍ପରାକୁ ବଜାୟ ରଖି ଆସୁଛି ‘ବନ୍ଦେ ଭାରତ କ୍ଲବ ‘ .. ଯାହାକୁ ନେଇ ସଭିଏଁ ଗର୍ବିତ ଏବଂ କଟକ ସହର ଏକ ପ୍ରକାର ଉତ୍ସବମୁଖର। ଶ୍ରୀ ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ କରି କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ସମସ୍ତ ପର୍ବକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ । ଏହାସହ ପାର୍ବଣକୁ ନେଇ ମାନ୍ୟବର କୋର୍ଟ ଯେଉଁ ଏସଓପି ଜାରି କରିଛନ୍ତି , ସହରବାସୀଙ୍କ ଖୁସି କିପରି ତା ଦ୍ୱାରା ପ୍ରଭାବିତ ନ ହେଉ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ଏହା ସହ ପାର୍ବଣ କଟକବାସୀଙ୍କ ଖୁସି ଏବଂ ଚଳିତବର୍ଷ ମଧ୍ୟ ଲୋକ ଆନନ୍ଦରେ ପାର୍ବଣ ପାଳନ କରିବେ।

Leave a Reply

Your email address will not be published. Required fields are marked *