Site icon Awaj Media

ଶ୍ରଦ୍ଧାଳୁ ଙ୍କ ପାଇଁ ସୋସାଲ ମିଡ଼ିଆ ରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଭାବଧାରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦକ୍ଷିଣ ଓଡ଼ିଶା ର ଅଗ୍ରଣୀ ଜିଲ୍ଲା ହିସାବ ରେ ଗଜପତି ଜିଲ୍ଲା ଅନ୍ୟତମ ! ଏହି ଜିଲ୍ଲା ରେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ସତସଙ୍ଗ ଏକ ଅଗ୍ରଣୀ ସତସଙ୍ଗ ଅନୁଷ୍ଠାନ। ଏହି ଅନୁଷ୍ଠାନ ତରଫ ରୁ ଦୀର୍ଘ ୪ବର୍ଷ ଧରି ଭକ୍ତି ତରଙ୍ଗ ସତସଙ୍ଗ ଗଜପତି ନାମକ ଏକ ୱେବ୍ ଚେନେଲ୍ ମାଧ୍ୟମ ରେ ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଭାବଧାରା ତଥା ମାନବୀୟ ମୂଲ୍ୟବୋଧ ସୁ-ନିୟନ୍ତ୍ରିତ ଜୀବନ ର ସାଧନା ତଥା ପ୍ରାର୍ଥନା ମାଧ୍ୟମ ରେ ଈଶ୍ୱର ଙ୍କ ସହ ଯୋଗ ଯୁକ୍ତ ହେବାର ଉପାୟ କୁ ସୁନ୍ଦର ଭାବେ ଓଡ଼ିଶା ର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ଵାରା ଆଲୋଚନା ମାଧ୍ୟମରେ ପରିବେଷଣ କରାଯାଉଛି । ଏହି ୱେବଚେନେଲ୍ ଟି ନିକଟରେ ୪ର୍ଥ ସ୍ଵନକ୍ଷତ୍ର ଦୀର୍ଘ ୪ଘଣ୍ଟା ଧରି ପରିବେଷଣ ତଥା ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କ ଜନ୍ମ୍ ଭାଦ୍ରବ ମାସରେ ପ୍ରତିଦିନ ସଂଧ୍ୟା ରେ ୧ଘଣ୍ଟା ୩୦ ମି ପରିବେଷଣ ହେଉଛି ଓଡ଼ିଶା ତଥା ବାହାରୁ ବହୁ ବାଗ୍ମୀ ପ୍ରବକ୍ତା ତଥା ଭଜନ ଗାୟକ ଗାୟିକା ମାନେ ଯୋଗ ଦେଇଥଲେ। ଏହି ଚେନେଲ୍ ZOOM ID 7418088631 (1111) ଓ ଭକ୍ତିତରଙ୍ଗ ୟୁଟ୍ୟୁବ୍ ଦ୍ଵାରା ପ୍ରତି ସନ୍ଧ୍ୟା ସିଧାପ୍ରସାରଣ କରାଯାଉଛି । ଏହାର ମୁଖ୍ୟ ସଂଚାଳକ ଶ୍ରୀ ହୃଦୟାନନ୍ଦ ପଣ୍ଡା ସହଯୋଗୀ ଶ୍ରୀ ଡ ପଞ୍ଚାନନ ମିଶ୍ର (SPR) (ଉମରକୋଟ) ଡ. କଲ୍ପନା ଦଳାଇ (ଫୁଲବାଣୀ) ଶ୍ରୀ ପ୍ରମୋଦ ସାହୁ (ଯାଜକ)(ବ୍ରହ୍ମପୁର )ଶ୍ରୀ ଶରତ ନାୟକ (ଯାଜକ) (କଟକ)ଶ୍ରୀ ସୁଶାନ୍ତ ପଟ୍ଟନାୟକ (ଯାଜକ) ଡ ହରପ୍ରସାଦ ସାହୁ (SPR) (ଭୁବନେଶ୍ବର) ପଣ୍ତିତ ବିଜୟ କୁମାର ଆଚାର୍ଯ୍ୟ (SPR) ଶ୍ରୀ ବିନୟ ବୋଷ (JK) ଶ୍ରୀ ସୁଧାକର ଘରିଆ ଶ୍ରୀ ବିଶ୍ଵନାଥ ଆଚାର୍ଯ୍ୟ ଶ୍ରୀମତୀ ଜ୍ୟୋତ୍ସ୍ନା ସାହୁ, ଶ୍ରୀ ସନ୍ତୋଷ ପ୍ରଧାନ,ଶ୍ରୀମତୀ ନମିତା ମାଝୀ, ଶ୍ରୀମତି ଗୀତାଞ୍ଜଳି ସାହୁ, ଶ୍ରୀମତୀ ପ୍ରତିକ୍ଷା ବେହେରା, ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀମତୀ ମନ୍ଦାକିନୀ ସାହୁ, ଶ୍ରୀ ବିପିନ ଶତପଥୀ, ଶ୍ରୀ ଦେବାନନ୍ଦ୍ ସରାବ, ଶ୍ରୀ ସୁକାନ୍ତ ସେଠୀ (JK) ପାରଳାଖେମୁଣ୍ଡି ର ଶ୍ରୀ ଗିରିଶ ଚନ୍ଦ୍ର ଦାଶ (JK) ଶ୍ରୀ ଶୁଭେନ୍ଦୁ ପାଣିଗ୍ରାହି (ADJ) ଶ୍ରୀ ରବୀନ୍ଦ୍ର ପାଣିଗ୍ରାହି ଶ୍ରୀ ନାନୁ ରଥ ଶ୍ରୀ ସୀତାରାମ ଗୌଡ ଶ୍ରୀ ଶିବ ଦୋରା (JK) ଶ୍ରୀ ରାଧାକାନ୍ତ ମହାନ୍ତି (JK) ଶ୍ରୀ ପ୍ରଶାନ୍ତ କୁମାର୍ ପ୍ରଧାନ(SPR) ଶ୍ରୀ ବିଜୟ ପଟ୍ଟନାୟକ (ADJ) ଶ୍ରୀ ଶ୍ୟାମ ପ୍ରଧାନ(JK) ସହଯୋଗ ରେ ପ୍ରତିଦିନ କାର୍ଯକ୍ରମ ପରିବେଷଣ ହେଉଛି। ଏହି କାର୍ଯ୍ୟକ୍ରମ ଟି ସମସ୍ତ ଭାଇ ଓ ମା ମାନେ ସକ୍ରିୟ ସହଯୋଗ ରେ ଆଗେଇ ଚାଲିଛି ଏହା ଯେଉଁ ଭଳି ସମସ୍ତ ସାଧାରଣ ମନୁଷ୍ୟ ପାଖରେ ପହଁଚିବ ସେଥି ପ୍ରତି ଧ୍ୟାନ ଦିଆ ଯାଉଛି।

Exit mobile version