Site icon Awaj Media

ଖରିଫ ଋତୁ ରେ ଚାଷୀ ଆନ୍ଧ୍ରର ଧାନ ବିହନ ଆଣି ଫସଲ କ୍ଷତି ହୋଇଥିବା ଅଭିଯୋଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚାଷୀଙ୍କୁ ସଠିକ୍ ବିହନ ନ ମିଳିବାରୁ ଚାଷୀ ଙ୍କ ଧାନ ଫସଲ ନଷ୍ଟ ହୋଇ ଥିବା ଅଭିଯୋଗ । ଚାଷୀ ଧାନ ଫସଲ ସକାଶେ ପଡୋଶୀ ରାଜ୍ୟ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ମିଲିଆପୁଟରୁ କିଛି ଫଟିଲାଇଯର ଦୋକାନରୁ ଧାନ ବିହନ ଆଣି ଥିଲେ ଉତ୍କଷ୍ଟ ବିହନ ବୋଲି କ୍ରୟ କରିଥିଲେ କିନ୍ତୁ ଚାଷୀଙ୍କ ଧାନ କଣ ହେବ ଧାନ ବଦଳରେ ବର୍ତ୍ତମାନ୍ ବାଳୁଙ୍ଗା ହୋଇ ଧାନ ଚାଷ ଉଜୁଡ଼ି ଯାଇଛି। ଯାହା ଫଳ ରେ ଚାଷୀ କ୍ଷ୍ ତି ସହି ବାକୁ ପଡିଛି ଜିଲ୍ଲା ଉପାନ୍ତ ଅଞ୍ଚଳ ହୋଇଥିବାରୁ ଲୋକେ ଭଲ ବିହନ ସକାଶେ କ୍ରୟ କରୀଥନ୍ତି କିନ୍ତୁ ଚଳିତ ବର୍ଷ ଧାନ ଚାଷ କରି ଆନ୍ଧ୍ର ବିହନ କିଣି କ୍ଷତି ହୋଇଥାବା ଅଭିଯୋଗ ହୋଇଛି ଏପଟେ ଗଜପତି ଜିଲ୍ଲାର ସରକାରୀ ଧାନ ବିହନ ଉପରେ ଭରସା ନ ପାଇ ଆନ୍ଧ୍ର ଉପରେ ନିର୍ଭର କରି କ୍ଷତି ହୋଇଥିବା ଅଭିଯୋଗ ହୋଇଛି। ସରକାର ଚାଷୀଙ୍କ ସକାଶେ ଭଲ ବିହନ ଯୋଗାଇ ଥିଲେ ଆନ୍ଧ୍ର ଉପରେ ନିର୍ଭର କରି ନଥାନ୍ତେ। ଚାଷୀ ଚାଷ କରି କ୍ଷତି ସହିଲେ ଚାଷୀ ଚାଷ ପ୍ରତି ଆଗ୍ରହ ହେବେ ନାହିଁ। ଗଜପତି ଜିଲ୍ଲାରେ ଠିକ୍ ସମୟରେ ଉତ୍କଷ୍ଟ୍ ବିହନ ସାର୍ ଔଷଧ ଯୋଗାଇ ଦେଲେ ଚାଷୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ଥାନ୍ତା ଓ ଆନ୍ଧ୍ରର ମେଳିଆ ପୁଟୁରୁ ଆଣିଥିବା ଫାଟିଲାଇଜର ଦୋକାନ ଗୁଡ଼ିକ ଉପରେ ଶ୍ରୀକାକୁଲମ ପ୍ରଶାସନ ତଦାରଖ କରିଲେ ଚାଷୀ ଉପକୃତ ହୋଇ ପାରିଥାନ୍ତେ ବୋଲି ଅଭିଯୋଗ ହେଉଛି। ଗଜପତି କୃଷି ବିଭାଗ ଏଥି ପ୍ରତି ଦୃଷ୍ଟି ଦେଲେ ଚାଷୀ ଉପକୃତ ହୋଇ ପାରିବେ ବୋଲି ମତ ପ୍ରକାଶ ପାଇଛି ।

Exit mobile version