ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଅନ୍ତରାଷ୍ଟ୍ରୀୟ ମାନବାଧିକାର ରକ୍ଷକ ନୟାଗଡ଼ ଶାଖା ରେ 77ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଅଛି, ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ଜିଲ୍ଲା ସଭାପତି ସାରଦା ପ୍ରସାନ ଦାସ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଉପ ସଭାପତି ଭବାନୀ ଶଙ୍କର ଦାସ, ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ ପ୍ରମୋଦ କୁମାର ନନ୍ଦ, ଜିଲ୍ଲା ଗଣମାଧ୍ୟମ ସଚିବ ଜୟନ୍ତ କୁମାର ମିଶ୍ର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ! ପତାକା ଉତ୍ତାଳନ କାର୍ଯ୍ୟକ୍ରମ ରେ ଶ୍ରୀ ସତ୍ୟନାରାୟଣ ପ୍ରଧାନ ପୂର୍ଵତନ ବିଧାୟକ ରଣପୁର, ପ୍ରତିଷ୍ଠାତା ଏବଂ ଅଧକ୍ଷ ଶ୍ରୀ ମୀନକେତନ ପଟ୍ଟନାୟକ, ଶ୍ରମତି ମିନି ମଞ୍ଜରୀ ଦାସ କୋଷାଧକ୍ଷ ଏବଂ ବ୍ରାଣ୍ଡ ଅମ୍ବାଷଡ଼ର ଅତିଥି ଭାବେ ଉପସ୍ଥିତ ଥିଲେ !
ଅନ୍ତରରାଷ୍ଟ୍ରୀୟ ମାନବାଧିକାର ରକ୍ଷକ ନୟାଗଡ଼ ଶାଖା ରେ 77ତମ ଗଣତନ୍ତ୍ର ଦିବସ ପାଳନ !!!

