Site icon Awaj Media

କନ୍ଧମାଳ ଗାଁ ସାଥି କାର୍ଯ୍ୟାଳୟରେ ଉଡିଲା ତ୍ରିରଙ୍ଗା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଗାଁ ସାଥି କାର୍ଯ୍ୟାଳୟରେ ଉଡିଲା ତ୍ରିରଙ୍ଗା ! ସଂଘର କର୍ମକର୍ତ୍ତା ଏକାଠି ହୋଇ ଯଥାବିଧି ତ୍ରିରଙ୍ଗା ଉଡାଇବା ସହିତ ଜାତୀୟ ସଙ୍ଗୀତ ଗାନ କରିଥିଲେ ! କନ୍ଧମାଳ ଚକାପାଦ ମେଟ ଗାଁସାଥୀ କେନ୍ଦ୍ର ସଂଗଠନ ଏବି ଶେଖାୱତ ଗୃପ ଓଡ଼ିଶା ଏ ଏସ ଆର ଜୈନ ଅଫିସ ଏଟ ମେଟ (ଗାଁସାଥୀ) ଇମ୍ପ୍ଲାଇ ଗମେଣ୍ଟ ଏଜେଣ୍ଟ ଏଜେନ୍ସୀ ରେଭିନ୍ୟୁ ଭିଲେଜ ଓଡ଼ିଶା ଇଣ୍ଡିଆ ତଥା ଭିଲେଜ ମେଟ ଡବ୍ଲମେଣ୍ଟ କମିଟି ଇଣ୍ଡିଆ ଏବଂ ଓଡ଼ିଶା ମେଟ (ଗାଁସାଥୀ ) ଏସସି ଏସ ଟି ୟୁନିଟି କ୍ଲାଇମ ସେଲ କେବିକେ ଓ ପଶ୍ଚିମ ଓଡିଶା ଯଥା ସମଗ୍ର ଓଡିଶାର ମେଟ ଗାଁସାଥୀ ମାନଙ୍କର ଜୀବନ ଯାପନ ଓ ଭାଗ୍ୟ ଭବିଷ୍ୟତ କୁ ଧ୍ୟାନ ଦେଇ କନ୍ଧମାଳ ଚକାପାଦ ଅଫିସିଏଟ ମେଟ ଗାଁସାଥୀ ମାନଙ୍କ ସମଷ୍ଟିଗତ ମିଳିତ ଉଦ୍ୟମ ରେ ଗତ ଚକାପାଦ ଠାରେ ମେଟ ଗାଁସାଥୀଙ୍କ କାର୍ଯ୍ୟଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ହୋଇଯାଇଛି ! ଏବିଶେଖାୱତ , ମକ୍ରଧ୍ବଜ ମଲ୍ଲିକ , ରକ୍ଷାକର ଦେଦୁରୀ , ସ୍ବାଗତ ପଣ୍ଡା . ଫକୀର ଦେହୁରୀ ଓ ରମେଶ ଚନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ହୋଇ ପତାକା ଉତ୍ତୋଳନ କରିଥିଲେ !

Exit mobile version