ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଲୋୟର ପିଏମଜି ଠାରେ ବିଶ୍ଵ କର୍କଟ ଦିବସ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ! ଗାନ୍ଧୀ ମାର୍ଗ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ନେରୋସର୍ଜନ ପଦ୍ମଶ୍ରୀ ଡ ଅଶୋକ କୁମାର ମହାପାତ୍ର ଯୋଗଦେଇଛନ୍ତି !
ଲୋୟର ପିଏମଜି ଠାରେ ବିଶ୍ଵ କର୍କଟ ଦିବସ ସଚେତନତା କାର୍ଯ୍ୟକ୍ରମ !!!

